Thursday, 4 June 2026

ଯେଉଁ ପାଦକୁ ଆଜୀବନ ଏହି ଅଧମ ଖୋଜୁଛି

ଯେଉଁ ପାଦକୁ ଆଜୀବନ ଏହି ଅଧମ ଖୋଜୁଛି ସେହି ପାଦ ଜନନୀ କମଳା ତୁମ କରାଞ୍ଜୁଳିରେ କରୁଣାମୟୀ ମାଆ ଦିଅ ଗୋବିନ୍ଦ ପାଦ ରେଣୁ ବଡ ଅସହାୟ ହୋଇ ନାଚୁଛି କଳି ଆଙ୍ଗୁଳିରେ

No comments:

Post a Comment