Tuesday, 3 December 2024

ବାଳକରୁ ଆସି ବୃଦ୍ଧ ହେଲି ମୋ କଳା କାଇଁଚରେ

ବାଳକରୁ ଆସି ବୃଦ୍ଧ ହେଲି ମୋ କଳା କାଇଁଚରେ ଅନେକ ଭିଡ଼ ପ୍ରଶସ୍ତ ବାଇଶିପାହାଚରେ ଅଛି ପଡି ବାଇଆ ମନକୁ ମୋ କ୍ଷୀଣ ବୁଦ୍ଧି ବୋହି ନ ପାରେ ଅନେକ ଶୁନ୍ୟ ହୃଦୟ ଥାଳ ଥରେ ଆସିବୁକି ଗଡି

No comments:

Post a Comment