Tuesday, 3 December 2024

କେବଳ ଜଗତର କଲ୍ୟାଣ ନିମନ୍ତେ ତୋ ଅବତାର

କେବଳ ଜଗତର କଲ୍ୟାଣ ନିମନ୍ତେ ତୋ ଅବତାର ନିଗମ ଅଭେଦ୍ୟ ସୂକ୍ଷ୍ମରେ ଅଲେଖ ଜ୍ୟୋତି ପରା କେବଳ ଧର୍ମର ସ୍ଥାପନ ନିମନ୍ତେ ଅପୂର୍ବ କଳେବର ଆଗମ ଅଭେଦ୍ୟ ସ୍ତୁଳରେ ଦେବକୀ ନୟନ ତାରା

No comments:

Post a Comment