Friday, 6 December 2024

ସତରେ କିବା ତୁହି ତୋ ମନରେ ରଖିଥାଉ

ସତରେ କିବା ତୁହି ତୋ ମନରେ ରଖିଥାଉ ତୋ ନିଜ ସକଳ ସୃଷ୍ଟିକୁ ତୁହିତ ଆତ୍ମା ବନ୍ଧୁ କିଏ ହସୁଥାଏ ସଂସାରରେ ପଦ୍ମ କଇଁ ସମ ଆଉ କିଏ ଜିଉଁଥାଏ ଦିନ ରାତି କାନ୍ଦୁ କାନ୍ଦୁ

No comments:

Post a Comment