Friday, 6 December 2024

ତୋ ନିଶ୍ଚଳ ଆଖି ଯୋଡିକ କଥା କହେ

ତୋ ନିଶ୍ଚଳ ଆଖି ଯୋଡିକ କଥା କହେ ହେ ଚକାଡୋଳା ତୁହି କହୁ ମୁହିଁ ଶୁଣେ ଏଡ଼େ ଆଶ୍ୱାସନା ତୋ କଥା ପଦକରେ ହେ ଗୋବିନ୍ଦ ଦିବସ ନିଶି ତାକୁ ଗୁଣେ

No comments:

Post a Comment