Thursday, 6 November 2025

ଆଖି ଛୁଇଁବକି କହିବକି ହେ ମହାବାହୁ

ଆଖି ଛୁଇଁବକି କହିବକି ହେ ମହାବାହୁ ଅଧାଗଢା ଚକାଡୋଳାଙ୍କର ପାଦ ନାହିଁ ମନ ତୁମର ଧ୍ୟାନ ତୁମର ହେ ବ୍ରହ୍ମଦାରୁ ବଡଦାଣ୍ଡରେ ଚକାଆଖିକୁ ରହିଛି ଚାହିଁ

No comments:

Post a Comment