Sunday, 9 November 2025

ତୁହି ମୋର ବ୍ୟାଧି ଜରାଜୀର୍ଣ୍ଣ ଶୀର୍ଣ୍ଣ ପିତା ମାତା

ତୁହି ମୋର ବ୍ୟାଧି ଜରାଜୀର୍ଣ୍ଣ ଶୀର୍ଣ୍ଣ ପିତା ମାତା ତୁହି ମୋ ପାଇଁ ଲକ୍ଷ୍ମୀ ନାରାୟଣ ଶ୍ରୀରାମ ସୀତା ତୁହି ପରିବାର ପଡୋଶୀ ଓଡିଶା ଭାରତ ଅଖିଳ ତୁହି ମୋ ଓଁ ପଞ୍ଚ ଭୁତ ଅଧାଗଢା ଗୁଣ୍ଡିଚା ଯାତ୍ରା

No comments:

Post a Comment