Friday, 7 November 2025

ଲୋକ ଏତେ ଭଲ କହି ବସିଲେ ତୋତେ କୃଷ୍ଣ

ଲୋକ ଏତେ ଭଲ କହି ବସିଲେ ତୋତେ କୃଷ୍ଣ ଛନ୍ଦା ଚରଣରେ ମୋର ହୃଦୟ ସମର୍ପିଣ ବସିଲି ପହଣ୍ଡି ବିଜୟ ରୂପ ଛଟାରେ ଏଡ଼େ ଯେ ମହନୀ ପ୍ରେମରେ ପଡି ଭକ୍ତି ଲୁହ ଜଳରେ ମୁହିଁ ଭାସିଲି

No comments:

Post a Comment