Sunday, 9 November 2025

ନୟନ ଯୁଗଳ ଯାହାର ରବି

ନୟନ ଯୁଗଳ ଯାହାର ରବି ସୁଧାକର ତାଙ୍କୁ କେଉଁ ଦୀପରେ କରିବି ଆରତୀ ଆଗମ ନିଗମ ଯାହା ଅନ୍ତ ନ ପାଇଲେ ମୁହିଁ ଶୁଦ୍ର ପାପୀ କିବା ଗାଇବି କିରତି

No comments:

Post a Comment