Saturday, 8 November 2025

କମଳାକାନ୍ତଙ୍କର ଦାସ ଦୁଆରକୁ ଭିକ୍ଷା ମାଗିବାକୁ ଗଲି

କମଳାକାନ୍ତଙ୍କର ଦାସ ଦୁଆରକୁ ଭିକ୍ଷା ମାଗିବାକୁ ଗଲି ଆତ୍ମାହରା ହରି ନାମ ସଂକୀର୍ତନ ଧ୍ୱନିରେ ପୁରିଲା ଥାଳ ଦାସଙ୍କ ଝରକା ଖିଡିକିରୁ କଣେଇ କଣେଇ ଚାହିଁଦେଲି ଛନ୍ଦା ପାଦ ମୋହନ ମୁରଲୀ ଧର ଗଳାରେ ପଦ୍ମ ମାଳ

No comments:

Post a Comment