Saturday, 8 November 2025

ଶାଖା ପତ୍ର ଶୁଖି ସକଳେ ଯାଉଥିଲେ

ଶାଖା ପତ୍ର ଶୁଖି ସକଳେ ଯାଉଥିଲେ ଖରାରେ ଉଲ୍ଲାସିତ ରୋମାଞ୍ଚିତ ମୂଳରେ ଢାଳନ୍ତେ ପାଣି ମନରେ ଚିନ୍ତଇ ଦାରୁବ୍ରହ୍ମ ଚକାଡୋଳା ଚତୁର୍ଦ୍ଧା ହୃଦୟ ପଦ୍ମରେ ପାଦ ଥୋଇବେକି ବେଣୁପାଣି

No comments:

Post a Comment