Thursday, 6 November 2025

ଅପଲକରେ

ଅପଲକରେ ବଲ ଵଲ ଏମିତି କଣ ଚାହିଁଥିବ ହେ ଚକାଡୋଳା ବ୍ରହ୍ମଦାରୁ ଆହେ ସୁଧା ବୋଳା ତୁଣ୍ଡେ ରାମ ବୋଲି ଥରେ ଡାକ ବିଦ୍ୟାଳୟ ଶିକ୍ଷକ ମକର ମହାଶୟ ଶ୍ରଦ୍ଧାରେ ନାମଟି ଦେଲେ ତ୍ୟାଗ ତପସ୍ୟା ସାଧି ନ ପାରିଲି ହେ କୃଷ୍ଣ ଭାଗ୍ୟ ମୋର ବାଙ୍କ

No comments:

Post a Comment