Monday, 10 November 2025

ଶିବାଳୟରେ ସର୍ବ ଶ୍ରେଷ୍ଠ ବୈଷ୍ଣବଙ୍କର ପରିବାର

ଶିବାଳୟରେ ସର୍ବ ଶ୍ରେଷ୍ଠ ବୈଷ୍ଣବଙ୍କର ପରିବାର ଶ୍ରୀଗୋବିନ୍ଦ ସହୋଦରୀ ମହାଦେବଙ୍କର ଘରଣୀ ହରେ କୃଷ୍ଣ ହରେ ରାମ ନାମ ଧ୍ବନି ବ୍ରହ୍ମାଣ୍ଡ ଭେଦି ସୁଧା ହୋଇ ଶିବଙ୍କ ଜଟାରୁ ବହେ ଗଙ୍ଗା ସରଣୀ

No comments:

Post a Comment