Thursday, 1 January 2026

ଷଢ଼ ରିପୁଙ୍କର ଅନ୍ତରଙ୍ଗ ଯିବକି ବୈକୁଣ୍ଠକୁ

ଷଢ଼ ରିପୁଙ୍କର ଅନ୍ତରଙ୍ଗ ଯିବକି ବୈକୁଣ୍ଠକୁ ନୀଳଚକ୍ର ପତିତପାବନକୁ ପାଉନାହିଁ ଆଖି ଭେଟ ହୁଅନ୍ତା କି ହୃଦୟରେ ସାଇତି ରଖନ୍ତି ଦିନ ବଞ୍ଚନ୍ତି ବଂଶୀବଦନକୁ ଦେଖି ନିରେଖି

No comments:

Post a Comment