A flower with 4 petals
Thursday, 1 January 2026
ଆହାଃ ସତେ ସେ ଶ୍ୟାମ କି ଭଙ୍ଗୀ କଲେ
ଆହାଃ ସତେ ସେ ଶ୍ୟାମ କି ଭଙ୍ଗୀ କଲେ ଗରୁଡ଼ ପଛରୁ ଚାହାଁନ୍ତେ ମନକୁ ମୋହିଲେ ସଂସାର ଭିତରକୁ ମୁହିଁ ପଳେଇ ଆସୁଥିଲି ଏଡ଼େ ହଟିଆ ପଛରୁ ପଣତ ଟାଣି ଧଇଲେ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment