A flower with 4 petals
Sunday, 18 January 2026
ପ୍ରାଣ ସଖିରେ ନାମ ଧରି ବଂଶୀ ଡାକୁଛି
ପ୍ରାଣ ସଖିରେ ନାମ ଧରି ବଂଶୀ ଡାକୁଛି ପ୍ରେମ ପୁଲକିତ ଶରୀର ହୃଦୟ ବିକିଛି ନ ଜାଣଇ ମୁହିଁ ନିଭୃତ ନିକୁଞ୍ଜକୁ ବାଟ ବାଇଶି ପାହାଚରେ ମୋ ଆତ୍ମା ଗଡୁଛି
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment