A flower with 4 petals
Sunday, 18 January 2026
ବିଶ୍ୱ ଚିନ୍ତାମଣିଙ୍କ କପାଳରେ ପିନ୍ଧାଇଲି ବୈଷ୍ଣବ ତିଳକ
ବିଶ୍ୱ ଚିନ୍ତାମଣିଙ୍କ କପାଳରେ ପିନ୍ଧାଇଲି ବୈଷ୍ଣବ ତିଳକ ଶ୍ରୀବତ୍ସ ପାଦ ଚିହ୍ନିତ ବକ୍ଷରେ ଲମ୍ବେଇଲି ତୁଳସୀ ମାଳା କାଳିୟ ଦଳା ଛନ୍ଦାଚରଣ ପଖାଳିଲି ଭକତି ଲୋତକେ ମନ୍ଦର ଟେକାଙ୍କ ଭୁଜ ଛାଇକୁ ଭାବିଲି ନିରାପଦ ଅଳା
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment