Sunday, 9 November 2025

ଗୁଣ୍ଡୁଚି ଦେହରେ ଯେଉଁ ବେନି କମଳ କର ଚାଳିଲ

ଗୁଣ୍ଡୁଚି ଦେହରେ ଯେଉଁ ବେନି କମଳ କର ଚାଳିଲ ରାମକୁ କିଛି ଦେବାକୁ ପଡିବ ବୋଲି ଲୁଚାଇଦେଲ ଚିନ୍ତା ତେଜ ହେ ବିଶ୍ୱ ଚିନ୍ତାମଣୀ ବୈଦେହୀ ହୃଦୟ ଆତ୍ମା ପାଇଁକି କେବଳ କୈବଲ୍ୟ ହରି ହରି ବୋଲ

No comments:

Post a Comment