Sunday, 9 November 2025

ମାଆ ଲକ୍ଷ୍ମୀଙ୍କର କରାଞ୍ଜୁଳିରେ ଲୁଚାଇଲ ପାଦ

ମାଆ ଲକ୍ଷ୍ମୀଙ୍କର କରାଞ୍ଜୁଳିରେ ଲୁଚାଇଲ ପାଦ ହେ ବନମାଳୀ ଦେଖି ରାମର ରୋଗିଣା ଦେହ ଚକାଆଖିଙ୍କୁ ହୃଦୟ କମଳ କେଶରରେ ଚିନ୍ତଇ ହେ ତ୍ରିଭଙ୍ଗ ଠାଣି ତୋ ଛନ୍ଦା ପାଦରେ ମୋହ

No comments:

Post a Comment