Monday, 10 November 2025

ଦେହ ଇନ୍ଦ୍ରିୟ ହେଲେ ମନର ଗୋଲାମ

ଦେହ ଇନ୍ଦ୍ରିୟ ହେଲେ ମନର ଗୋଲାମ କାଳ ଯମ ବସିଅଛି ମୋ ଘର ଦୁଆରେ ଆତ୍ମା କାନ୍ଦୁଅଛି ବ୍ରହ୍ମଦାରୁଙ୍କୁ ଝୁରି ଝୁରିକା ଦେହ ପୋଡି ପାଉଁଶ ହୋଇବ ନିଆଁରେ

No comments:

Post a Comment