Monday, 10 November 2025

ସତ୍ୟ ଧର୍ମ ଦୟା କ୍ଷମା ଶାନ୍ତି ସାଇତି ପାରୁଥିଲେ

ସତ୍ୟ ଧର୍ମ ଦୟା କ୍ଷମା ଶାନ୍ତି ସାଇତି ପାରୁଥିଲେ ଅବଶ୍ୟ ଭେଟନ୍ତି ସୃଷ୍ଟି ସ୍ଥିତି ଲୟର କାରଣରେ ଘୋର ମାୟା ଦେହ ରଥରୁ ଓହ୍ଲାଇ ଜାଣିଥିଲେ ଅବଶ୍ୟ ଲୋଟନ୍ତି ବ୍ରହ୍ମଦାରୁଙ୍କ ଛନ୍ଦା ଚରଣରେ

No comments:

Post a Comment