A flower with 4 petals
Saturday, 8 November 2025
ଯାଚି ଯାହା ଦେଲ ହେ ତ୍ରିଭଙ୍ଗ ଠାଣି ବନମାଳୀ
ଯାଚି ଯାହା ଦେଲ ହେ ତ୍ରିଭଙ୍ଗ ଠାଣି ବନମାଳୀ କେବେ ସ୍ୱପ୍ନରେ ଚିନ୍ତା କରି ନ ଥିଲା ଏହି ପତିତ କରାଞ୍ଜୁଳି ମୋର ଆଖି ଲୁହରେ ଉଛୁଳି ପଡୁଅଛି ଥରେ ଦର୍ଶନ ଦିଅ ଛନ୍ଦାପାଦ ବେଳ ହୁଏ ଅତିତ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment