A flower with 4 petals
Saturday, 8 November 2025
ବୈକୁଣ୍ଠକୁ ଯେଉଁ ଭକ୍ତି ବାଟ
ବୈକୁଣ୍ଠକୁ ଯେଉଁ ଭକ୍ତି ବାଟ ପଡ଼ିଅଛି ହେ ଶ୍ରୀପତି ହେ ଶ୍ରୀଧର ସେହି ଭକ୍ତି ପଥରେ ମୋହର ମରଣ କାଳଯମ ଘୋଷାରି ଘୋଷାରି ନେଲେଟି ଆତ୍ମାକୁ ସହିବକି କମଳା ସେବିତ କମଳ କୋମଳ ଚରଣ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment