A flower with 4 petals
Monday, 10 November 2025
ବିଷ୍ଣୁ ଜନନୀ ମାଆ ଗୋ ଦୁର୍ଗତୀ ନାଶିନୀ ମହାଦୁର୍ଗା
ବିଷ୍ଣୁ ଜନନୀ ମାଆ ଗୋ ଦୁର୍ଗତୀ ନାଶିନୀ ମହାଦୁର୍ଗା ଷଢ଼ରିପୁ ଜଣଙ୍କୁ ନ ପାରିଲି ମୋ କ୍ଷୁଦ୍ରବୁଦ୍ଧିରେ ବାନ୍ଧି ବଳିପ୍ରିୟା ପାଦରେ କିବା ବଳି ଦେବି ଅହଂ ମହାବଳି ଅଧମ ସନ୍ତାନ ନ ଲଭିବ କୃପା ମରୁଥିବ କାନ୍ଦି କାନ୍ଦି
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment