A flower with 4 petals
Monday, 10 November 2025
ଅନନ୍ତ ଓଁକାର
ଅନନ୍ତ ଓଁକାର ନାଭିରେ ସଦ୍ୟ ପ୍ରସ୍ଫୁଟିତ ବ୍ରହ୍ମ କମଳ ଆତ୍ମା ଭ୍ରମର ନିଷ୍ଠା ଉପବାସରେ ଭୁଞ୍ଜିବ ବ୍ରହ୍ମ ରେଣୁ ଇନ୍ଦ୍ରିୟ ମେଳେ ଜୀବ ହରାଇଛି ବ୍ରହ୍ମ କମଳ ଠିକଣା ନାମକୁ ଧରି ଡାକ ହେ କୃଷ୍ଣ ବଜାଇ ମୋହନ ବେଣୁ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment