Sunday, 8 February 2026

ଦେହ ଇନ୍ଦ୍ରିୟ ସକଳ ବିସର୍ଜନ କରି

ଦେହ ଇନ୍ଦ୍ରିୟ ସକଳ ବିସର୍ଜନ କରି ସତ୍ତ୍ୱ ବୁଦ୍ଧି ହେଲା ଚକ୍ରେ ଉର୍ଦ୍ଧଗାମୀ ଷଢ଼ରିପୁ ଆକ୍ରମଣରୁ ରଖିଲେ ହରି ଆତ୍ମା ଲାଭ କରିବ ଶ୍ରୀବୈକୁଣ୍ଠ ଭୁମି

No comments:

Post a Comment