Thursday, 19 February 2026

ପ୍ରାଣ ପବନରେ ଖେଳୁଅଛ ନନ୍ଦବଳା

ପ୍ରାଣ ପବନରେ ଖେଳୁଅଛ ନନ୍ଦବଳା କେଉଁଠି ନ ପାଇଲି ତୀର୍ଥ ମନ୍ଦିର ଅଳା ସଂସାର ମେଲାଇ ବିଷ୍ଣୁ ଅନନ୍ତ ଶୟନ ପାଦ ସେବୁଛନ୍ତି ପ୍ରକୃତି ପରମା କମଳା

No comments:

Post a Comment