Saturday, 21 February 2026

କାୟା ମନ ବଚନ ଏହି ତିନୋଟିରୁ

କାୟା ମନ ବଚନ ଏହି ତିନୋଟିରୁ ସକଳ ଅଶୁଦ୍ଧି ହେ ମୁରଲୀ ପାଣୀ ଗୋବିନ୍ଦ କରୁଣାରେ ସିନା ତରିବି ଅନ୍ୟଥା ଯମ ଦଉଡି ନେବ ଟାଣି

No comments:

Post a Comment