Saturday, 21 February 2026

ବାଲ୍ୟ ଯୌବନ ଜରା ତୋତେ ମୁହିଁ ସମର୍ପିଣ

ବାଲ୍ୟ ଯୌବନ ଜରା ତୋତେ ମୁହିଁ ସମର୍ପିଣ ନିରନ୍ତର ତୋତେ ଚିନ୍ତାକଲି ମୁହିଁ ପୁଣ୍ଡରୀକାକ୍ଷ ଡାକିଣ ଥରୁଟିଏ ଛନ୍ଦା ଚରଣ ଛୁଆଁଇ ଦିଅ ହେ ବ୍ରହ୍ମଦାରୁ ଶ୍ରୀପତି ଆତ୍ମା ବାଁଛଇ ନାହିଁ ମୋକ୍ଷ

No comments:

Post a Comment