A flower with 4 petals
Friday, 20 February 2026
ସାଇରାମ ଗଲେ ବାପା ଗଲେ ମାଆ ଗଲେ
ସାଇରାମ ଗଲେ ବାପା ଗଲେ ମାଆ ଗଲେ ହେ ଚକାଡୋଳା ଏବେ ମୋର ପଡୁଛି ପାଳି ଏହି ମାଟି ପିଣ୍ଡରୁ ପ୍ରାଣ ଛାଡି ଯିବା ଆଗରୁ ତୁମ୍ଭଙ୍କୁ ଥରେ ଆଖି ଦେଖନ୍ତାକି ବନମାଳୀ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment