A flower with 4 petals
Saturday, 21 February 2026
ତୁମ୍ଭରି ଅପଲକ ଦୃଷ୍ଟି ପଡିଲେ ହେ ବ୍ରହ୍ମଦାରୁ
ତୁମ୍ଭରି ଅପଲକ ଦୃଷ୍ଟି ପଡିଲେ ହେ ବ୍ରହ୍ମଦାରୁ ଆତ୍ମା ଭ୍ରମର ଲଭେ ଛନ୍ଦା ପାଦ ପଦ୍ମ କେଶର ଅଣୁ ରେଣୁରେ ମାଆ ମହାଲକ୍ଷ୍ମୀଙ୍କ ହସ୍ତ ପରଶ ଆସ୍ଵାଦ କରି ରେଣୁଏ ଆତ୍ମା ନାଚେ ହରିଦାସର
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment