Sunday, 22 February 2026

ଜୀବନ ଜଳୁଛି ଦୀପ ସଳିତା ସମ

ଏହି ଜୀବନ ଜଳୁଛି ଦୀପ ସଳିତା ସମ ହୃଦୟ ମନ୍ଦିର ହେଉ ପୂର୍ଣ୍ଣ ଆଲୋକିତ ଏହି ପାପ ଆଖି ଦର୍ଶନ କରୁ ବ୍ରହ୍ମଦାରୁ ତରିଯାଉ ଗର୍ଭକୁ କ୍ଷେପି ଚରଣାମୃତ

No comments:

Post a Comment