Sunday, 22 February 2026

ଶ୍ୟାମ ସୁନ୍ଦରଙ୍କର ପ୍ରକୃତ ଠିକଣା ନ ଜାଣି

ଶ୍ୟାମ ସୁନ୍ଦରଙ୍କର ପ୍ରକୃତ ଠିକଣା ନ ଜାଣି ପ୍ରାଣ ମିତଣୀରେ ମୋ ହୃଦୟ ଦେଇଦେଲି ଭେଟହେଲେ ପାଦ ଚରଣରେ ଲୋଟଯାନ୍ତି ପ୍ରାଣ ମିତଣୀରେ ମୁହିଁ ଝୁରି ଝୁରି ତାଙ୍କୁ ମଲି

No comments:

Post a Comment