Thursday, 19 February 2026

ଏହି ଦେହକୁ ସମ୍ପୂର୍ଣ ସତ୍ୟ ମଣି ଦିନ ବଞ୍ଚିଲି

ଏହି ଦେହକୁ ସମ୍ପୂର୍ଣ ସତ୍ୟ ମଣି ଦିନ ବଞ୍ଚିଲି ମୋ ଅସଞ୍ଜତ ମନ ଷଢ଼ରିପୁଙ୍କ ଘନିଷ୍ଠ ମିତ୍ର ଆତ୍ମା ଝୁରି ମରଇ ଛନ୍ଦା ପାଦରେ ଲୋଟିବ ହେ ପତିତପାବନ କୃଷ୍ଣ ପାହି କରୁଣା ନେତ୍ର

No comments:

Post a Comment