Saturday, 21 February 2026

ପହଞ୍ଚିବା ବେଳକୁ ପହଡ଼ ପଡିଥିଲା

ପହଞ୍ଚିବା ବେଳକୁ ପହଡ଼ ପଡିଥିଲା ମହାବାହୁଙ୍କୁ ହୃଦୟରେ ଚାହିଁଦେଲି ଅଶରଣ ଶରଣ ଅପରାଧ ଭଞ୍ଜନ ମାଆ କମଳା ହୃଦୟଙ୍କୁ ଲୋଭକଲି

No comments:

Post a Comment