Saturday, 21 February 2026

ଦିବସ ରଜନୀ ଅଷ୍ଟ ପ୍ରହର ପ୍ରତି କ୍ଷଣ ଅନୁକ୍ଷଣ

ଦିବସ ରଜନୀ ଅଷ୍ଟ ପ୍ରହର ପ୍ରତି କ୍ଷଣ ଅନୁକ୍ଷଣ ଛନ୍ଦା ଚରଣ ପ୍ରତୀକ୍ଷାରେ ହେ ପାଣ୍ଡଵ ଉଦ୍ଧାରଣ ଏହି ଆତ୍ମା ଜ୍ୟୋତି ସର୍ବଦା ଆଗଭର ଆରତିକୁ କମଳାକ୍ଷୀ ବ୍ରହ୍ମଦାରୁ ଆଖିଠାର ପଶିବି ଶରଣ

No comments:

Post a Comment