Saturday, 21 February 2026

ମାର୍ଜାର ଭକ୍ତିରେ ବାନ୍ଧି ନେଇ ଯା

ମାର୍ଜାର ଭକ୍ତିରେ ବୋହି ନେଇ ଯା ମର୍କଟ ଭକ୍ତିକୁ ପାପୀ ନୁହଁଇ ସକ୍ଷମ କ୍ଷତ ନ କରି ତାରିବୁ ତୋର ମାୟାରୁ ବ୍ରହ୍ମଦାରୁ ଶଙ୍କର୍ଷଣ ସୁଭଦ୍ରା ଶ୍ରୀରାମ 🙏🙏🙏

No comments:

Post a Comment