A flower with 4 petals
Friday, 20 February 2026
ମନରେ ଆତ୍ମାକୁ ଲୁଚାଇଦେବା ଛନ୍ଦାପାଦରେ
ମନରେ ଆତ୍ମାକୁ ଲୁଚାଇଦେବା ଛନ୍ଦାପାଦରେ ମାଟିଘଟ ଦେଇ କାଳ ଯମକୁ ଦେବା ଭଣ୍ଡେଇ ଇନ୍ଦ୍ରିୟ ବୁଦ୍ଧି ଖେଳୁ ଥାଆନ୍ତି ସଂସାର ଦାଣ୍ଡରେ ନୃତ୍ୟ କରୁଥିବା ବ୍ରହ୍ମାନନ୍ଦଙ୍କୁ ମୁଣ୍ଡରେ ମୁଣ୍ଡେଇ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment