Wednesday, 18 February 2026

ଦର୍ଶନ ଦେବକି ଦେବନି ହେ ହରି ଏହି କଥା କେବଳ ତୁମ୍ଭଙ୍କୁ ହିଁ ଜଣା ତୁମ୍ଭଙ୍କୁ ମୁହିଁ ଖୋଜିକି କିବା ପାଇବି ହେ ହରି ମୁହିଁ ଅଜ୍ଞାନ ଅନ୍ଧାର କଣା

No comments:

Post a Comment