Sunday, 22 February 2026

ନାମ ପ୍ରହରୀ ଉଜାଗର ହୃଦୟ ଦୁଆରରେ

ନାମ ପ୍ରହରୀ ଉଜାଗର ହୃଦୟ ଦୁଆରରେ ଦିବସ ନିଶି ସଦା ଜପଇ ରାମ ରାମ ରାମ ବଳରାମ ଅନୁଜ ହେ କୃଷ୍ଣ କେବେ ଆସିବ ଛନ୍ଦା ଚରଣରେ ପୂରଣ ହେବ ମନୋସ୍କାମ

No comments:

Post a Comment