Monday, 23 February 2026

କୀର୍ତ୍ତନ ମଣ୍ଡପରେ ତୋତେ ଭେଟିବା କଷ୍ଟ

କୀର୍ତ୍ତନ ମଣ୍ଡପରେ ତୋତେ ଭେଟିବା କଷ୍ଟ ବାଳ କୃଷ୍ଣତ ଉନ୍ମତ ପରି ନାଚିବାରେ ବ୍ୟସ୍ତ ନିରୋଳାରେ ଥରେ ଦର୍ଶନ ଦେଇଦିଅ ହରି ନିରାଶ କରନା ଦେଖ ସୂର୍ଯ୍ୟ ହେଉଛି ଅସ୍ତ

No comments:

Post a Comment