A flower with 4 petals
Friday, 20 February 2026
ଏହି ସଂସାର ନନ୍ଦିଘୋଷର ରଥ ଦଉଡି
ଏହି ସଂସାର ନନ୍ଦିଘୋଷର ରଥ ଦଉଡି ମୋ ମନ ବୁଦ୍ଧି ଟାଣିବାକୁ ଅତିବ ଉଚ୍ଚାଟ ହୃଦୟ କମଳରେ ଆସୀନ ହୁଅ ଶ୍ରୀପତି ଯେଣେ ଅଡାଇବ ରାମ ଚାଲୁଥିବି ବାଟ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment