Monday, 23 February 2026

ରାମ ରାମ ଜପି ବାଲ୍ମୀକି ହେଲେ ଉଇ ହୁଙ୍କା

ରାମ ରାମ ଜପି ବାଲ୍ମୀକି ହେଲେ ଉଇ ହୁଙ୍କା ରାମ ରାମ ଜପି ଶବରୀର ଅଣ୍ଟା ହେଲା ବଙ୍କା ଜର ଜରା ଜୀର୍ଣ୍ଣଶୀର୍ଣ୍ଣ ଦେହରେ କିବା ଜପିବି ଏହି ଜନ୍ମରେ ଭେଟ ହେବନି କି ଭକତ ରଙ୍କା

No comments:

Post a Comment