Friday, 20 February 2026

ସଦ୍ୟ ପ୍ରସ୍ଫୁଟିତ କମଳ ଚକାଡୋଳା ଯୋଡିକ

ସଦ୍ୟ ପ୍ରସ୍ଫୁଟିତ କମଳ ଚକାଡୋଳା ଯୋଡିକ ଚତୃର୍ଦ୍ଧା ବିଗ୍ରହଙ୍କୁ ଚାହିଁଦେଲେ ପରାଣ ଭରେ ବୈଷ୍ଣବ ପ୍ରାଙ୍ଗଣରେ ସଦା ହରି ଲୀଳା କୀର୍ତ୍ତନ କେବଳ କର୍ଣ୍ଣ ଡ଼େରିଥିଲେ ଜୀବ ଭବୁ ତରେ

No comments:

Post a Comment