Tuesday, 10 February 2026

ଦେଖିବା ଦିନରୁ କଳା ଶ୍ରୀମୁଖକୁ ଚାହିଁଛି

ଦେଖିବା ଦିନରୁ କଳା ଶ୍ରୀମୁଖକୁ ଚାହିଁଛି ଆହେ ବ୍ରହ୍ମଦାରୁ ଯେସନେ ଚାତକ ପକ୍ଷୀ କାହିଁ ଦିନଟିଏ କଥା ପଦଟିଏ କହିଲେନି ଲକ୍ଷ୍ମୀହୃଦ ହେ ହେଲି କେଡେ ନିରିମାକ୍ଷୀ

No comments:

Post a Comment