Monday, 9 February 2026

ତୁମ୍ଭଙ୍କୁ ଯେତେ ମୁଁ ବୁଝିବାକୁ ଉଦ୍ୟମ କରେ

ତୁମ୍ଭଙ୍କୁ ଯେତେ ମୁଁ ବୁଝିବାକୁ ଉଦ୍ୟମ କରେ ହେ ବ୍ରହ୍ମଦାରୁ ଆପଣ ସେତେ ହୁଅନ୍ତି ମଉଜ ତୁମ୍ଭଙ୍କୁ ଭେଟିବାକୁ ଭାରି ଆକୁଳ ମୋ ଆତ୍ମା ହେ ଗୋବିନ୍ଦ ଥରେ ପଖାଳଣିନ୍ତି ପାଦ ପଙ୍କଜ

No comments:

Post a Comment