Monday, 2 February 2026

ଚଞ୍ଚଳ ମନ ଧରିବାକୁ ରାମକୁ ଡାକିଲି

ଚଞ୍ଚଳ ମନ ଧରିବାକୁ ରାମକୁ ଡାକିଲି ସାଥି ହୋଇ ଆସିଲେ ସୁଭଦ୍ରା ଶଙ୍କର୍ଷଣ ହୃଦୟ ଅଗଣା ହେଲା ଚନ୍ଦନ ଅର୍ଗଳୀ ଚନ୍ଦ୍ର ସୂର୍ଯ୍ୟ ଚକ୍ଷୁର କି ଆତ୍ମା ଆକର୍ଷଣ

No comments:

Post a Comment