Sunday, 1 February 2026

ବେନି ନୟନରେ ତୁମ୍ଭର ପତା ନାହିଁ

ବେନି ନୟନରେ ତୁମ୍ଭର ପତା ନାହିଁ କେତେବେଳେ ପ୍ରଭୁ ତୁମ୍ଭେ ଶୋଉଛ ସତେ କେଡେ ଉଦାର ତୁମ୍ଭେ ଶ୍ରୀପତି ଅଖିଳ ବ୍ରହ୍ମାଣ୍ଡକୁ କେଡେ ଭଲ ପାଉଛ

No comments:

Post a Comment