Sunday, 1 February 2026

ହୃଦୟ ପଦ୍ମରେ ତୁମ୍ଭେ ବସିଅଛ ଅସୀମ

ହୃଦୟ ପଦ୍ମରେ ତୁମ୍ଭେ ବସିଅଛ ଅସୀମ ଆଉ କିଛିବି ରଖିବାକୁ ତିଳେ ସ୍ଥାନ ନାହିଁ ବଡ଼ ଅଭାବି ବୋଲି ଉପେକ୍ଷା ନ କରିବ ଅର୍ଜୁନ ସଖାଙ୍କୁ ଏହି ଅରକ୍ଷିତ ଅଛି ଚାହିଁ

No comments:

Post a Comment