Saturday, 7 February 2026

ତୁମ୍ଭ ଚକାଡ଼ୋଳାରେ ପ୍ରାଣ ବସିଲା

ତୁମ୍ଭ ଚକାଡ଼ୋଳାରେ ପ୍ରାଣ ବସିଲା ତୁମ୍ଭ ଛନ୍ଦାଚରଣରେ ଆତ୍ମା ରସିଲା ଚନ୍ଦନ ଅର୍ଗଳୀରେ ମନ ରହିଗଲା ଦେହ ବ୍ରହ୍ମାନନ୍ଦ ସାଗରେ ଭାସିଲା

No comments:

Post a Comment